Jump to content

Wn/or/ପ୍ରଧାନ ପୃଷ୍ଠା

From Wikimedia Incubator
< Wn | or
Wn > or > ପ୍ରଧାନ ପୃଷ୍ଠା
ଓଡ଼ିଆ ଉଇକି ସମ୍ବାଦ
ଏକ ଖୋଲା ଖବରଗୃହ

ବୁଧବାର ୩୦ ଅପ୍ରେଲ ୨୦୨୫

ପ୍ରମୁଖ ଖବର
Wn/or/ତିତି୍ଲି ପ୍ରଭାବରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି
Wn/or/ତିତି୍ଲି ପ୍ରଭାବରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି

୧୯୯୯ର ମହାବାତ୍ୟା ପରେ ୨୦୧୩ ମସିହାରେ ଫାଇଲିନ୍, ୨୦୧୪ ମସିହାରେ ହୁଡ଼୍‌ହୁଡ଼୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ପୁଣିଥରେ ପୂର୍ବ ଇତିହାସର ପୁନରାବୃତ୍ତି ହୋଇଛି ୨୦୧୮ ମସିହା ଅକ୍ଟୋବର ୧୧ ଏବଂ ୧୨ ତାରିଖରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ତିତ୍‌ଲି ଧୀରେ ଧୀରେ ବାତ୍ୟାର ରୂପ ନେଇଥିଲା ଏବଂ ୧୧ ତାରିଖ ଭୋର ସମୟରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ସୀମାରେଖାରେ ସ୍ଥଳଭାଗ ଛୁଇଁଥିଲା । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ କିଲୋମିଟରରୁ ଅଧିକ ହୋଇଥିଲା ।

[ML] [ ± ] - Image credit - Read more...

Template:Wn/or/ପ୍ରମୁଖ ଖବର

ନଗଦ ଖବର

ମେଟା-ଉଇକି ମେଟା-ଉଇକି (ଉଇକିମିଡ଼ିଆ ପ୍ରକଳ୍ପର ପରିଚାଳନା)    କମନ୍ସ ଉଇକିକମନ୍ସ (ମାଗଣା ମାଧ୍ୟମର ଭଣ୍ଡାର)    Wikidata ଉଇକିଡାଟା (ଖୋଲା ତଥ୍ୟ ଭଣ୍ଡାର)    ଉଇକିଅଭିଧାନ ଉଇକିଅଭିଧାନ (ଶବ୍ଦକୋଷ  ବିଶେଷଣ ପୋଥି)    ଉଇକିକଥା ଉଇକିକଥା (ଢଗଢମାଳି  ବିଶେଷ କଥା)    ଉଇକିପାଠାଗାର ଉଇକିପାଠାଗାର (ମାଗଣା ପଢ଼ାଘର)    ଉଇକି ସମ୍ବାଦ ଉଇକି ସମ୍ବାଦ (ଖୋଲା ସମ୍ବାଦ)    ଉଇକିପୋଥି ଉଇକିପୋଥି (ମାଗଣା ପଢ଼ାବହି  ମାନୁଆଲ)    ଉଇକିସ୍ପିସିସ ଉଇକିସ୍ପିସିସ (ଜାତିମାନଙ୍କର ତାଲିକା)    ଉଇକି ମହାବିହାର ଉଇକି ମହାବିହାର (ମାଗଣା ଶିକ୍ଷଣ  ଉପକରଣ)    ଉଇକିଭ୍ରମଣ ଉଇକିଭ୍ରମଣ (ଖୋଲା ଭ୍ରମଣ-ପୁସ୍ତିକା)